ଅନ୍ତରାଷ୍ଟ୍ରୀୟ ମଦ୍ରାସାରେ ବମ୍ ବିସ୍ଫୋରଣ : 7 ମୃତ, 70 ଆହତ ପେଶାଓ୍ବାର : ପାକିସ୍ତାନର ପେଶାଓ୍ବାରରେ ବମ୍ ବିସ୍ଫୋରଣ ଯୋଗୁଁ ପ୍ରାୟ 7 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ 70 ଜଣ ଆହତ ହୋଇଛି ।…