ଅନ୍ତରାଷ୍ଟ୍ରୀୟ ଆର୍ଥିକ ସଙ୍କଟରେ ପାକିସ୍ତାନ?, PIA ବିମାନ ଜବତ କଲା ମାଲେସିଆ ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ଅପମାନିତ କରିଛି। ନିଜ ବନ୍ଧୁ ଦେଶ ମାଲେସିଆ ହିଁ ପାକିସ୍ତାନକୁ ଅପମାନିତ କରିଛି।…