ଆଜିର ଖବର ଏପ୍ରିଲ୍ ୧ରୁ ଧାରଣାରେ ବସିବେ ଜେଟ୍ ଏୟାରଓ୍ବେଜ୍ ପାଇଲଟ୍ ସମସ୍ୟା ମଧ୍ୟରେ ଗତି କରୁଥିବା ଜେଟ୍ ଏୟାରଓ୍ବେଜ୍ ପାଇଁ ଏକ ନୂତନ ସମସ୍ୟା ଦେଖାଦେଇଛି। ବେତନ ପାଇନଥିବାରୁ ଏହାର ପାଇଲଟ୍ ମାନେ ଆସନ୍ତା ୧ତାରିଖରୁ ଧାରଣାରେ ବସିବା…