ଖେଳ ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟେଷ୍ଟ କ୍ରିକେଟର ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। କମ ଆଲୋକ ହେତୁ ପ୍ରାୟତଃ ଦିନର ସମୟରେ ଶୀଘ୍ର ଟେଷ୍ଟ ମ୍ୟାଚ୍ ଶେଷ…