ଜାତୀୟ ଖବର ଛଅ ମାସ ବିତିଗଲା, ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହେଲା ନାହିଁ, ବିଜେପିର ଚାପ ରହିଛି କି ? ଭୁବନେଶ୍ବର, ପିପିଲି ବିଧାନସଭା ଆସନ ଖାଲି ପଡିବାର 6 ମାସରୁ ଅଧିକ ସମୟ ବିତିଗଲାଣି। କାରଣ ଏହି ଆସନରୁ ପ୍ରତିନିଧିତ୍ବ କରୁଥିବା ବିଧାୟକ ପ୍ରଦୀପ ମହାରଥୀଙ୍କର ଗତ…