ବିଶେଷ ଖବର ଆସନ୍ତାକାଲି ଆସିବ ପିପିଲି ଫଳାଫଳ, କରୋନା ପାଇଁ ଏଥର ନୂଆ ପ୍ରକାରର ହେବ ଭୋଟ ଗଣତି ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ସକାଳ ଆଠଟାରୁ ଆରମ୍ଭ ହେବ। ଏଥିପାଇଁ ପୁରୀର ପେଣ୍ଠକଟା ଇଭିଏମ ୱେର ହାଉସରେ ସମସ୍ତ ବ୍ୟବସ୍ଥା…