ରାଜ୍ୟ ଖବର ଆରମ୍ଭ ହେଲା ପିତୃପକ୍ଷ, ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ଦେବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଏହି ପିତୃପକ୍ଷ ପାଳିତ ହୋଇଥାଏ। ଆଜିଠାରୁ ପନ୍ଦର ଦିନ ପର୍ଯ୍ୟନ୍ତ ଏହି ପିତୃପକ୍ଷ ପାଳିତ…