ଆଜିର ଖବର ରାଜ୍ୟରେ ଆଉ 2 ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ ଭୁବନେଶ୍ବର : ରାଜ୍ୟରେ ଆଉ 2ଟି ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ ହୋଇଛି । ବ୍ରହ୍ମପୁର ଏମ୍କେସିଜି ଓ ବୁର୍ଲା ଭୀମସାରରେ ଦୁଇଟି ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ ହୋଇଛି…