ଜାତୀୟ ଖବର ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି, ଓଡିଶାରେ କିପରି ବିଜେପି କଲା ସରକାର, କଲେ ଖୋଲାସା ଭୁବନେଶ୍ବର: ଆଜି ଭୁବନେଶ୍ବରକୁ ତିନିଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଭୁବନେଶ୍ବରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସେ ଯୋଗଦେବେ। ଆଜି…