ଅପରାଧ ଖଣ୍ଡଗିରି ପୋଲିସ ଷ୍ଟେସନ ହେବ ଦୁଇଖଣ୍ଡ, ରାଜ୍ୟର 6ଟି ଥାନାକୁ କରାଯିବ ଦୁଇ ଭାଗ ଭୁବନେଶ୍ବର, ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିକେନ୍ଦ୍ରୀକରଣ କରିବା ପାଇଁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତି ନେଇଛନ୍ତି। ତାହା ହେଲା ରାଜ୍ୟର ଛଅଟି ଥାନାକୁ ଦୁଇ…