ଆଜିର ଖବର ନଦୀକୂଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଧରୁଆଡ଼ିହିରୁ ଧରାପଡ଼ିଲେ ଅଭିଯୁକ୍ତ ସୁନ୍ଦରଗଡ଼: ସୁନ୍ଦରଗଡ଼ର ଧରୁଆଡ଼ିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ପୁଲିସ ତ୍ୱରିତ ପଦକ୍ଷେପ ନେଇଛି। ଅଭିଯୋଗ ମିଳିବାର ମାତ୍ର ୫ ଘଣ୍ଟା ମଧ୍ୟରେ…