ଜାତୀୟ ଖବର ଦେଶରେ ଏକାସାଙ୍ଗରେ ନିର୍ବାଚନ ସପକ୍ଷରେ ୮୧% ଲୋକ: ୧୭ ଦଳ ମଧ୍ୟ ଦେଲେ ମତାମତ ନୂଆଦିଲ୍ଲୀ: ଦେଶର ୮୧% ଲୋକ ଏକାଠି ନିର୍ବାଚନ କରିବାକୁ ମତାମତ ଦେଇଛନ୍ତି। ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ପ୍ୟାନେଲକୁ ସାରା ଦେଶରୁ ୨୧ ହଜାର ପରାମର୍ଶ ମିଳିଛି। ଏହା…