ଜାତୀୟ ଖବର ଗୋଟିଏ ଶବ୍ଦରେ ବିରୋଧୀଙ୍କୁ ଟାର୍ଗେଟ୍! ‘ନାରାଜ ଫୁଫା’କୁ ନେଇ ରାଜନୀତିରେ ନୂଆ ଝଡ଼ ରାଜନୀତିରେ ଶବ୍ଦ କେବଳ ଶବ୍ଦ ନୁହେଁ। ଅନେକ ସମୟରେ ଗୋଟିଏ ଶବ୍ଦ ହିଁ ରାଜନୈତିକ ବାର୍ତ୍ତାର ଅସ୍ତ୍ର ପାଲଟିଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ମଧ୍ୟ ଏହି…