ଆଜିର ଖବର ପୁରୁଷ କ୍ରିକେଟରେ ପ୍ରଥମ ମହିଳା ଅମ୍ପାୟାର କ୍ଲେରୀ ପୋଲୋସାକ୍ ପ୍ରଥମ ମହିଳା ଅମ୍ପାୟାର ଭାବରେ ଇତିହାସ ରଚିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆର କ୍ଲେରୀ ପୋଲୋସାକ୍। ପ୍ରଥମ ମହିଳା କ୍ରିକେଟର ଭାବରେ ପୁରୁଷ କ୍ରିକେଟ ମ୍ୟାଚ୍ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି…