ଅନ୍ତରାଷ୍ଟ୍ରୀୟ ଜାତିସଂଘର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଭାରତ ସପକ୍ଷରେ ଠିଆ ହେଲା ଏହି ଦେଶ ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ରସଂଘ ସାଧାରଣ ସଭାରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ପୁଣି ଥରେ ଦୃଢ଼ ସମର୍ଥନ ମିଳିଛି। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋ ସେପ୍ଟେମ୍ବର ୨୪…