ଆଜିର ଖବର ମୋଦୀ ୩.o କ୍ୟାବିନେଟର ପ୍ରଥମ ନିଷ୍ପତ୍ତି, ୩ କୋଟି ଲୋକଙ୍କୁ ମିଳିବ ପିଏମ ଆବାସ ଯୋଜନା ଅଧୀନରେ ଘର ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା…