ଆଜିର ଖବର ପ୍ରଫୁଲ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ ନୂଆଦିଲ୍ଲୀ: ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ କରଙ୍କ ବିୟୋଗଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଓଡିଆରେ ଟୁଇଟି କରି ଏହି ଶୋକ ପ୍ରକାଶ କରିଛନ୍ତି।…