ଆଜିର ଖବର ‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରତାପଗଡ଼ର କୁଣ୍ଡା ନିର୍ବାଚନମଣ୍ଡଳୀର ବିଧାୟକ ଏବଂ ଜନସତ୍ତା ଦଳ ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ରଘୁରାଜ ପ୍ରତାପ ସିଂହ, ଯିଏକି ରାଜା ଭାଇୟା ନାମରେ…