ଆଜିର ଖବର ନିର୍ବାଚନ ଲଢିବାକୁ ମନା କଲେ ହିମାଚଳ କଂଗ୍ରେସ ସଭାପତି: ଜାଣନ୍ତୁ କାହିଁକି? ନୂଆଦିଲ୍ଲୀ: ସାରା ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସମସ୍ତ ଦଳ ମଧ୍ୟ ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ ଅଛନ୍ତି। ଅନେକ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିଛି,…