ଜାତୀୟ ଖବର ଡକ୍ଟର ହର୍ଷ ବର୍ଦ୍ଧନ କିଏ?, ଯାହାଙ୍କର ବିଜେପିରୁ ଟିକେଟ କଟିବା ପରେ ରାଜନୀତିରୁ ନେଲେ ଅବସର ନୂଆଦିଲ୍ଲୀ: ଦିଲ୍ଲୀର ଚାନ୍ଦନୀ ଚୌକ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଡକ୍ଟର ହର୍ଷ ବର୍ଦ୍ଧନ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଲୋକସଭା…