ଜାତୀୟ ଖବର Pre-Budget Discussion: ଦେଶର ଶକ୍ତି ବିଶେଷଜ୍ଞଙ୍କ ସହିତ ଆଲୋଚନା କଲେ ଅର୍ଥମନ୍ତ୍ରୀ ସୀତାରମଣ Pre-Budget Discussion: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହିତ ୧୧ତମ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କରିଛନ୍ତି। ଆଗାମୀ କେନ୍ଦ୍ର…