ଆଜିର ଖବର ନବୀନଙ୍କ ଅପରେସନକୁ ନେଇ ନୂଆ ତଥ୍ୟ ଦେଲେ ବଡ ଭାଇ ପ୍ରେମ ପଟ୍ଟନାୟକ, ଭିତରେ ଥିବା ଭିଡିଓ ଦେଖି ଜାଣନ୍ତୁ ନୂଆଦିଲ୍ଲୀ: ଗତକାଲି ମୁମ୍ବାଇସ୍ଥିତ କୋକିଳବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ନବୀନ ପଟ୍ଟନାୟକଙ୍କ ଛୋଟିଆ ଅପରେସନ ହୋଇଛି। ଏହି ସମୟରେ ତାଙ୍କ ପାଖରେ ଥିଲେ ବଡ ଭାଇ ପ୍ରେମ…