ଜାତୀୟ ଖବର ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ପାରିଲାନି ଓଡିଶା ବିଧାନସଭା, ହେଲେ ମିଜୋରାମ ପାରିଲା ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ଏହା ଥିଲା ତାଙ୍କର ରାଷ୍ଟ୍ରପତି ହେବା ପରେ ପ୍ରଥମ ଓଡିଶା ଗସ୍ତ। ମୁଖ୍ୟତଃ ସେ…