ଆଜିର ଖବର ତାପମାତ୍ରା ବଢ଼ୁଥିବାରୁ ହସ୍ପିଟାଲ ଅଗ୍ନିକାଣ୍ଡ ରୋକିବା ପାଇଁ ରାଜ୍ୟମାନଙ୍କୁ ମିଳିତ ମାର୍ଗଦର୍ଶିକା ଜାରି ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ନିଆଁ ଲାଗିବା ଏକ ବଡ଼ ଧରଣର ଦୁର୍ଘଟଣା ପାଲଟିଥାଏ। ଏହାକୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…