ଆଜିର ଖବର ପ୍ରଧାନମନ୍ତ୍ରୀ ଫସଲ ବୀମା ନେଇ ବିଜେପି ମିଛ କହୁଛି ବୋଲି ଅଭିଯୋଗ କଲା ବିଜେଡି ଭୁବନେଶ୍ୱର : ଆଜି ବିଜେପିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶା ବିଜେପିର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇଛି । ଚାଷୀମାନେ ଏହାର ଉଚିତ୍ ଜବାବ ଦେବେ…