ଆଜିର ଖବର କଂଗ୍ରେସରେ ଯୋଗଦେଲେ ଆପ ମୁଖପାତ୍ର ପ୍ରିୟଙ୍କା କକ୍କର: ଦଳ ଛାଡିବାର କହିଲେ କାରଣ ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ରିୟଙ୍କା କକ୍କର ଦୀର୍ଘ ସମୟ ଧରି ଆପ ସହିତ…