ଆଞ୍ଚଳିକ ଧନ୍ଦାମୂଳକ ଶିକ୍ଷାର ବିକାଶ ନିମନ୍ତେ ପିଏସ୍ଏସ୍ସିଆଇଭିଇ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ ସମୀକ୍ଷା ବ୍ୟୁରୋ କୋଣାର୍କ: ଭୁବନେଶ୍ବରରେ ଧନ୍ଦାମୂଳକ ଶିକ୍ଷାର ରାଷ୍ଟ୍ରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୧୬ ତାରିଖରେ ଅନୁଷ୍ଠିତ ଏହି କର୍ମଶାଳାରେ ୧୭ ରାଜ୍ୟର ପ୍ରତିନିଧି ଦଳ ଯୋଗ…