ଆଜିର ଖବର ‘ଦୁଇଟି ହିନ୍ଦୁସ୍ଥାନ ନିର୍ମାଣ କରୁଛନ୍ତି ମୋଦୀ’: ପୁଣେ ପୋର୍ଶ ଘଟଣାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ଜଣେ ଧନୀ ବ୍ୟକ୍ତି ଦୁଇ ଜଣ ବାଇକ୍ ଆରୋହୀଙ୍କୁ ତାଙ୍କ ପୋର୍ସେ କାରରେ ଚଢାଇ ମାରିଦେଇଛନ୍ତି। ଏହି ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି।…