ଆଜିର ଖବର ଆଜି ଶମ୍ଭୁ ସୀମା ଖୋଲିବା ପାଇଁ ଅଲ୍ଟିମେଟମ୍ ର ଶେଷ ଦିନ, କୃଷକମାନେ କଲେ ବଡ଼ ଘୋଷଣା ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୭ ଦିନ ମଧ୍ୟରେ ଶମ୍ଭୁ ସୀମା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟଙ୍କ ଆଦେଶର ଶେଷ ଦିନ। କିନ୍ତୁ, ତଥାପି…