ଆଜିର ଖବର ଲୁହା କଟୁରୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତକୁ ଗିରଫ କଲା ପୁରୀ ଟାଉନ ପୋଲିସ ପୁରୀ: ପୁରୀ ଟାଉନ ଥାନା ଅଞ୍ଚଳରେ ଶୁଭମ ପରିଡ଼ା ନାମକ ବ୍ୟକ୍ତିଙ୍କୁ ଅମିତ ଦାସ (୨୩) ଓରଫ ଷଣ୍ଢ ଲୁହା କଟୁରୀରେ ମରଣାନ୍ତକ ଆକ୍ରମଣ କରିବା ସହ…