ଆଜିର ଖବର ପୁରୀ ବୋମାମାଡ଼ ଘଟଣାରେ ୫ ଦୁର୍ଦାନ୍ତ ଅପରାଧିଙ୍କୁ ଗିରଫ କଲା ସଦର ଥାନା ପୋଲିସ ପୁରୀ: ପୁରୀ ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ଘଟଣାରେ ଆଜି ୫ ଦୁର୍ଦାନ୍ତ ଅପରାଧି ଗିରଫ ହୋଇଛନ୍ତି। ଏ ନେଇ ବାସେଳୀ ସାହି…