ମତାମତ ପୁରୀରେ ମଠ ଉଚ୍ଛେଦ ପ୍ରସଙ୍ଗ, ଐତିହ୍ୟ ସଂରକ୍ଷଣ ପରିବର୍ତ୍ତେ ଏହା ଏବେ ସାମ୍ପ୍ରଦାୟିକ ରାଜନୀତିର ଅଂଶ ହେବା ଆରମ୍ଭ କରିଛି କେଦାର ମିଶ୍ର ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ…