ବିଶେଷ ଖବର ମୋଦି ନୁହଁନ୍ତି, ପୁରୀରୁ ଛିଡା ହେବେ ସମ୍ବିତ ପାତ୍ର, ବିଜେପିର ୨ୟ ପ୍ରାର୍ଥୀ ତାଲିକାରେ ଓଡିଶାର ୫ଲୋକସଭା ଏବଂ ୨୨ବିଧାନସଭା ଆସନ ପାଇଁ ଘୋଷଣା ହେଲା ନାମ ସମୀକ୍ଷା ବ୍ୟୁରୋ ବିଜେପି ପୁଣିଥରେ ବିଳମ୍ବିତ ରାତିରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ସିଇସି ବୈଠକରେ ଆନ୍ଦ୍ରପ୍ରଦେଶ, ଆସାମ, ମହାରାଷ୍ଟ୍ର, ମେଘାଳୟ ଏବଂ ଓଡିଶାର ୩୬…