ଆଜିର ଖବର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ବିଜେଡିରୁ ଇସ୍ତଫା ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ଟିକେଟ କଟିବା ପଛରେ ଅସନ୍ତୁଷ୍ଟ ପୂର୍ଣ୍ଣଚନ୍ଦ୍ର ଦଳର କିଛି ମୁଷ୍ଟିମେୟ ନେତାଙ୍କ ଆଡକୁ ଇଙ୍ଗିତ କରିଛନ୍ତି।…