ଅପରାଧ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଷୋଳଘର ସରପଞ୍ଚଙ୍କ ସ୍ବାମୀ ଟିଟୁ ଦାସ ଗିରଫ ହୋଇ ଜେଲ ଯାଇଛନ୍ତି। ଘଟଣାରୁ ଜଣାପଡିଛି ଯେ,…