ଆଜିର ଖବର ଆଜି ଆଇପିଏଲ-୨୦୨୬ ର କ୍ୱାଲିଫାୟର-୨: ଏକାକୀ ମ୍ୟାଚର ଗତି ବଦଳାଇବେ ଏହି ୫ ଖେଳାଳି ନୂଆଦିଲ୍ଲୀ: ଆଜି ୨୦୨୬ ଆଇପିଏଲ ର ଦ୍ୱିତୀୟ କ୍ୱାଲିଫାୟରରେ ରାଜସ୍ଥାନ ରୟାଲ୍ସ (RR) ଗୁଜୁରାଟ ଟାଇଟନ୍ସ (GT) ସହିତ ମୁକାବିଲା କରିବ। ପ୍ରଥମ କ୍ୱାଲିଫାୟରରେ GT ରୟାଲ…