ଆଜିର ଖବର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବିକାଶ ପାଇଁ ୧୮ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ନବୀନ ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗସ୍ତ କରି ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ପାଇଁ ୧୮ କୋଟି ଟଙ୍କା ଘୋଷଣା କରିଛନ୍ତି।…