ଆଜିର ଖବର ବିଶ୍ୱ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ପରାସ୍ତ କଲେ ଆର ପ୍ରଗନାନନ୍ଦ: ହେଲେ ନମ୍ବର -୧ ଭାରତୀୟ ଗ୍ରାଣ୍ଡ ମାଷ୍ଟର ନୂଆଦିଲ୍ଲୀ: ଇଣ୍ଡିଆନ ଗ୍ରାଣ୍ଡ ମାଷ୍ଟର ଆର ପ୍ରଗନାନନ୍ଦ ଚମତ୍କାର ପ୍ରଦର୍ଶନ କରି ଟାଟା ଷ୍ଟିଲ ମାଷ୍ଟର୍ସ ଇଭେଣ୍ଟରେ ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଛନ୍ତି। ଡିଙ୍ଗ ଲିରେନ୍ ବର୍ତ୍ତମାନର…