ଆଜିର ଖବର ଦୁଷ୍କର୍ମକାରୀଙ୍କ ପତ୍ନୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ରାବ୍ରିଦେବୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଆଜୀବନ ଜେଲ୍ ଭୋଗୁଥିବା ନାବାଳିକା ଦୁଷ୍କର୍ମକାରୀ ରାଜବଲ୍ଲଭ ଯାଦବଙ୍କ ପତ୍ନୀ ବିଭା ଦେବୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଗୁରୁବାର…