ଆଜିର ଖବର ଏବେ ବି ଆମେଠୀ-ରାଏବରେଲି ଉପରେ ସସପେନ୍ସ ଜାରି, ରାହୁଲ-ପ୍ରିୟଙ୍କାଙ୍କ ଉପରେ ଖଡଗେ ନେବେ ନିଷ୍ପତ୍ତି ନୂଆଦିଲ୍ଲୀ: ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ସମାପ୍ତ ହେବା ପରେ ଶେଷରେ ଶନିବାର ରାତିରେ କଂଗ୍ରେସ ନିର୍ବାଚନ କମିଟିର ଆଉ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…