ଆଜିର ଖବର ରାଫେଲ୍ ମାମଲା : ଲିକ୍ ହୋଇଥିବା ଦସ୍ତାବିଜ୍ ଉପରେ ଶୁଣାଣି ସଂରକ୍ଷିତ ବହୁ ଚର୍ଚ୍ଚିତ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ରାଫେଲ ଚୁକ୍ତିର ଗୋପନୀୟ ତଥ୍ୟର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଏହା ଉପରେ…