ବିଶେଷ ଖବର ନୂଆ ରୂପ ପାଇଲା ଐତିହ୍ୟ ଗ୍ରାମ ରଘୁରାଜପୁର, କାନ୍ଥବାଡରେ ଅଙ୍କା ଗଲା ପାରଂପାରିକ ଚିତ୍ରକଳା ଭୁବନେଶ୍ବର, ପୁରୀ ଜିଲ୍ଲାର ରଘୁରାଜପୁର। ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି। କଳା ହିଁ ଏହି…