ଜାତୀୟ ଖବର ଆଦାନୀଙ୍କ ପାଇଁ ବଡଦାଣ୍ଡରେ ଅଟକାଯାଇଥିଲା ଜଗନ୍ନାଥଙ୍କ ରଥ, ବଡ ଅଭିଯୋଗ ଆଣିଲେ ରାହୁଳ ଗାନ୍ଧୀ ଭୁବନେଶ୍ବର: ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ପ୍ରଭୃ ଜଗନ୍ନାଥ ରଥକୁ ବଡଦାଣ୍ଡରେ ଅଟକାଯାଇଥିଲା। ଏହିପରି ଏକ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳର…