ବିଶେଷ ଖବର ରାହୁଲ ଗାନ୍ଧୀଙ୍କ ଟାଉନହଲ ; ଗଣତନ୍ତ୍ରରେ ନେତା ଓ ନାଗରିକଙ୍କ ସମ୍ପର୍କ ଏମିତି ହିଁ ହେବା ଉଚିତ କେଦାର ମିଶ୍ର ରାଜନୀତିରେ ବିରୋଧ ଏକ ସ୍ଵାଭାବିକ ପ୍ରକ୍ରିୟା। ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରନ୍ତି, କରିବା ନିହାତି…