ଆଜିର ଖବର ସର୍ବ ଭାରତୀୟ ରେଳବାଇ ଆର୍ଚେରୀ ଚମ୍ପିଅନସିପ୍ ରେ ପୂର୍ବତଟ ରେଳପଥକୁ ମିଳିଲା 4 ପଦକ ଭୁବନେଶ୍ୱର: ଏକ ଚମତ୍କାର ପ୍ରଦର୍ଶନରେ ପୂର୍ବତଟ ରେଳପଥର ଖେଳାଳିମାନେ ଚିତ୍ତରଞ୍ଜନ ଲୋକୋମୋଟିଭ୍ ୱାର୍କସ (CLW) ରେ 23 ରୁ 25 ସେପ୍ଟେମ୍ବର 2024 ପର୍ଯ୍ୟନ୍ତ ଆୟୋଜିତ 14…