ଆଜିର ଖବର ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ: ବରଗଡ ରୋଡ୍ ଏବଂ ନୂଆପଡା ରୋଡ୍ ନୂତନ ରେଳ ଲାଇନ ଭୁବନେଶ୍ୱର: ଭାରତୀୟ ରେଳବାଇ ଓଡିଶାରେ ଏହାର ପ୍ରମୁଖ ଭିତ୍ତିଭୂମି ସମ୍ପ୍ରସାରଣ ଜାରି ରଖି ଏବେ ବରଗଡ ରୋଡରୁ ନୂଆପଡା ରୋଡକୁ ସଂଯୋଗ କରୁଥିବା 138.32 କିମି ଦୈର୍ଘ୍ୟ…