ଆଜିର ଖବର ଉଦ୍ଧବ ଠାକରେଙ୍କୁ ବଡ ଝଟକା, ଇସ୍ତଫା ଦେଲେ ଏହି ବିଧାୟକ, ସିନ୍ଦେ ଗୋଷ୍ଠୀରେ ହେବେ ସାମିଲ ମୁମ୍ବାଇ: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଲାଗିଛି। ପାର୍ଟି ବିଧାୟକ ରାଜନ ସାଲଭି ଇସ୍ତଫା ଦେଇଛନ୍ତି। ସେ ଏକନାଥ ସିନ୍ଦେଙ୍କ ଶିବସେନାରେ…