ଆଜିର ଖବର “ଦୁଇରୁ ଅଧିକ ସନ୍ତାନ ହେଲେ ସରକାରୀ ଚାକିରୀ ନାହିଁ”, ରାଜସ୍ଥାନ ସରକାରଙ୍କ ନିୟମକୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ ନୂଆଦିଲ୍ଲୀ: ରାଜସ୍ଥାନ ସରକାରଙ୍କ ଦୁଇ ଶିଶୁ ନିୟମକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ସୁପ୍ରିମକୋର୍ଟ ଏହାର ଏକ ଆଦେଶରେ କହିଛନ୍ତି ଯେ, ଦୁଇରୁ ଅଧିକ ପିଲା ଥିଲେ ସରକାରୀ…