ଆଜିର ଖବର ବିହାର ରାଜନୀତିରୁ ବଡ ଖବର, ହଠାତ୍ ରାଜ୍ୟପାଳଙ୍କୁ ଭେଟିବାକୁ ଗଲେ ସିଏମ ନୀତୀଶ କୁମାର ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିବାକୁ ଯାଇଛନ୍ତି। ତାଙ୍କ ସହ ବିଜୟ ଚୌଧୁରୀ ମଧ୍ୟ ଉପସ୍ଥିତ ଅଛନ୍ତି। ରାଜ୍ୟପାଳଙ୍କୁ ଭେଟିବା…