Rajesh Chaudhary

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ମାଣ୍ଟ ଆସନରୁ ବିଜେପି ବିଧାୟକ ରାଜେଶ ଚୌଧୁରୀଙ୍କୁ ମୃତ୍ୟୁ ଧମକ ମିଳିଛି, ଯାହା ସମ୍ପର୍କରେ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।…